General 16 Nov 2026, 10:04 PM

ନଭେମ୍ବର ୧୧ ତାରିଖରୁ - ୧୩ତାରିଖ ୩ଦିନ ଧରି "ଜୟଦେବ ଭବନ, ପ୍ରଦର୍ଶନୀ କକ୍ଷ " ପରିସରରେ ଦିବ୍ୟଦିଗନ୍ତ ଅନୁଷ୍ଠାନ ଆୟୋଜିତ ଔଷଧୀୟ ଉଦ୍ଭିଦର ପ୍ରଦର୍ଶନୀ

ନଭେମ୍ବର ୧୧ ତାରିଖରୁ - ୧୩ତାରିଖ ୩ଦିନ ଧରି "ଜୟଦେବ ଭବନ, ପ୍ରଦର୍ଶନୀ କକ୍ଷ " ପରିସରରେ ଦିବ୍ୟଦିଗନ୍ତ ଅନୁଷ୍ଠାନ ଆୟୋଜିତ ଔଷଧୀୟ ଉଦ୍ଭିଦର ପ୍ରଦର୍ଶନୀ
ସହୃଦୟତାର ସହ ଆଜି ନଭେମ୍ବର ୧୧ ତାରିଖରୁ - ୧୩ତାରିଖ ୩ଦିନ ଧରି "ଜୟଦେବ ଭବନ, ପ୍ରଦର୍ଶନୀ କକ୍ଷ " ପରିସରରେ ଦିବ୍ୟଦିଗନ୍ତ ଅନୁଷ୍ଠାନ ଆୟୋଜିତ ଔଷଧୀୟ ଉଦ୍ଭିଦର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଅଛି । 
କାର୍ଯ୍ୟକ୍ରମ ବିବରଣୀ୧୧ ୧୧ ୨୦୨୬ : ଉଦଘାଟନ ସମାରୋହ - ଅପରାହ୍ନ ଘ୩.୩୦ମିନଟ ଠାରୁ  ରାତ୍ର ୯ ଘଟିକା ପର୍ଯ୍ୟନ୍ତ  ।।।।୧୨ ୧୧ ୨୦୨୬ :  ଦିବା ୧୦ଘଟିକା ରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ  ।।୧୩ ୧୧ ୨୦୨୬ :ଦିବା ୧୦ଘଟିକା ରୁ ରାତ୍ର ୯ଘଟିକା ପର୍ଯ୍ୟନ୍ତ  ।।ଆପଣଙ୍କ ଯୋଗଦାନ ଏକାନ୍ତ କାମ୍ୟ   ।।।
ଜୟ ପ୍ରକାଶ ମିଶ୍ରଦିବ୍ୟଦିଗନ୍ତ ଅନୁଷ୍ଠାନ
Share this news